କୀଟକୁ ନୀୟନ୍ତ୍ରଣ କିପରି କରିବେ
ବିଲାତି
  • ଜଦି ଉପଲବ୍ଧ, ପ୍ରତିରୋଧୀ ଶକ୍ତି ଥିବା କିସମର ମଞ୍ଜି ବ୍ୟବହାର କରନ୍ତୁ
  • ଉତ୍ତମ ଜମି ପ୍ରସ୍ତୁତିର ଅଭ୍ୟାସ ଓ ମାଟିର ପି.ଏଚ୍. ର ଯାଞ୍ଚ କରନ୍ତୁ/li>
  • ମାଟିର ଆଦ୍ରତା ବଜାୟ ରଖନ୍ତୁ ଓ ପାଣି ଜମିବାକୁ ଦିଅନ୍ତୁ ନାହିଁ
  • ଜୀବାଣୁ ମୁକ୍ତ (ପ୍ରମାଣିତ) ମଞ୍ଜି ଓ ଚାରା ବ୍ୟବହାର କରନ୍ତୁ
  • ସଠିକ ବ୍ୟବଧାନ ରଖିବାର ଅଭ୍ୟାସ କରିଲେ ପବନ ଚଳାଚଳ ଠିକ ରହିବ ଓ ଗଛ ସଠିକ ଖରା ପାଇବ/li>
  • କୀଟନାଶକ ଓ ସାରର ପ୍ରୟୋଗ ଠିକ ଭାବରେ କରନ୍ତୁ
  • ଗଛର ତଳ ପତ୍ର ଅତ୍ୟଧୀକ କାଟନ୍ତୁ ନାହିଁ
  • ଯନ୍ତ୍ରଗୁଡିକୁ ବ୍ଲିଚ୍ ଦ୍ରବଣ ଦ୍ୱାରା ସଫା କରନ୍ତୁ
  • ରୋଗର ସଂକ୍ରମଣ ନ ହେବା ପାଇଁ ରୋଗାଗ୍ରସ୍ଥ ଗଛ, ପୁରୁଣା ଫସଲ ଓ ଘାସ ଆଦିକୁ ସେଠାରୁ ବାହାର କରିଦିଅନ୍ତୁ
  • ଅଦଳ ବଦଳ କରି ଚାଷ କରିବା ଦ୍ୱାରା ରୋଗ ପୋକ କମ ଦେଖାଦେବ ଓ ମାଟିର ଉର୍ବରତା ବଜାୟ ରହିବ
  • Manage Disease
    କୀଟ ଫାନ୍ଦିବା ଯନ୍ତା, ଖରାରେ ଚମକୁଥିବା ମଲ୍ଚ୍ଓ କୀଟନାଶକ ସ୍ପ୍ରେ କରି କୀଟକୁ ନିୟନ୍ତ୍ରଣ କରନ୍ତୁ
    କ୍ରିୟାଶୀଳ ଉପକରଣ କାର୍ଯ୍ୟ ପ୍ରକ୍ରିୟାର ପ୍ରକାର * ଜଉ ପୋକ ଧଳା ମାଛି
    ଫିପ୍ରୋନୀଲ 2B
    ଲାମ୍ବଡା- ସାଇହାଲୋଥ୍ରୀନ 3A
    ଡାଇନେଟୋଫ୍ୟୁରାନ 4A
    ଥାୟୋମେଥୋଜାମ୍ 4A
    ଆବାମେକ୍ଟିନ 6
    କ୍ଲୋରଫେନାପିର 13
    କ୍ରାଟାପ୍ ହାଇଡ୍ରୋକ୍ଲୋରାଇଡ୍ 14
    *କାର୍ଯ୍ୟ ପ୍ରକ୍ରିୟାର ପ୍ରକାର ଗ୍ରୁପକୁ ଅଦଳ ବଦଳ କରନ୍ତୁ, ଏହାଦ୍ୱାରା କୀଟର ପ୍ରତିରୋଧକ ଶକ୍ତି ବଢିପାରେ ନାହିଁ
    tab-icon
    ଜୀବାଣୁ ଜନିତ ଝାଉଁଳା
    tab-icon
    ପତ୍ର ହଳଦିଆ ପଡିବା
    tab-icon
    ପତ୍ର ବାଇଗଣୀ ବର୍ଣ ହେବା
    tab-icon
    ଥଣ୍ଡା ପାଗ ଓ ଉଚ୍ଚ ଆର୍ଦ୍ରତା
    tab-icon
    ରାସାୟନିକ ବିଷାକ୍ତତା
    tab-icon
    ଫଳ ଫାଟିବା
    tab-icon
    ଫଳର ଅଗ୍ରଭାଗ ପଚିବା ବା ଶୁଖିଯିବା
    tab-icon
    ପତ୍ର ମୋଡି ହେବା
    tab-icon
    କାକୁଡି ମୋଜାଇକ୍
    tab-icon
    ଟମାଟୋ ମୋଜାଇକ୍
    tab-icon
    ଚେରର ଗଣ୍ଠି ରୋଗ
    tab-icon
    ଗ୍ରେ ପତ୍ର ଦାଗ
    tab-icon
    ପତ୍ର ରେ କଳାଦାଗ
    tab-icon
    ପାଉଁଶିଆ ପତ୍ର ପୋଡା
    tab-icon
    ଷ୍କ୍ଲେରୋଟିଅମ ବ୍ଲାଇଟ
    tab-icon
    ଟାର୍ଗେଟ ଲିଫ ସ୍ପଟ
    tab-icon
    ଫୋରମା ଲିଫ ସ୍ପଟ
    tab-icon
    ଅଃର୍ଲି ବ୍ଲାଇଂଟ
    tab-icon
    ଡେମ୍ପିଙ୍ଗ ଅଫ
    tab-icon
    ପିଥ୍ ନେକ୍ରୋସିସ
    tab-icon
    ଜୀବାଣୁ ଜନିତ ଦାଗ