Become a better farmer

ସ୍ବାଗତମ

ଗ୍ରୋହାଓ ଆପଣଙ୍କୁ ଏକ ଭଲ, ଏବଂ ଅଧିକ ଲାଭଦାୟକ, କୃଷକ ହେବାକୁ ଆବଶ୍ୟକ କରୁଥିବା ଯାଞ୍ଚ ହୋଇଥିବା ଗାଇଡ୍ ଏବଂ ସୂଚନା ପ୍ରଦାନ କରିଥାଏ । ଗ୍ରୋହାଓ ଇଷ୍ଟ-ୱେଷ୍ଟ ସିଡ୍ସ ନଲେଜ ଟ୍ରାନ୍ସଫର୍ମ(EWS-KT) ଫାଉଣ୍ଡେସନ୍ ଦ୍ୱାରା ବିକଶିତ ଏବଂ ପରିଚାଳିତ।
ଫସଲ ମାର୍ଗଦର୍ଶିକା
ବିଭିନ୍ନ ପ୍ରକାରର ଫସଲ କିପରି କରିବା ସେ ସମ୍ବନ୍ଧରେ ମାଗଣା ଏବଂ ବ୍ୟବହାରର ସହଜ ଗାଇଡ୍ । ଏହାରି ଭିତରେ ଆପଣ ସଠିକ୍ ବ୍ୟବଧାନ ଦୂରତା, ସାର ପ୍ରୟୋଗ, କୀଟ ଏବଂ ରୋଗର ପରିଚାଳନା ବିଷୟରେ ସୂଚନା ପାଇପାରିବେ । ତୁମର ଫସଲ ଅମଳରେ ଉନ୍ନତି ପାଇଁ ବର୍ତ୍ତମାନ ଗାଇଡ ର ବ୍ୟବହାର ଆରମ୍ଭ କରନ୍ତୁ।
ଫସଲ ମାର୍ଗଦର୍ଶିକା
ଯାନ୍ତ୍ରିକ ମାର୍ଗଦର୍ଶିକା
ଚାରା ଉତ୍ପାଦନ
ଚାରା ଉତ୍ପାଦନ
ଶକ୍ତିଶାଳୀ ଏବଂ ସୁସ୍ଥ ଚାରା ଉତ୍ପାଦନ କରି କିପରି ଉପଯୁକ୍ତ ଫସଲ ଆରମ୍ଭ କରିବେ ଶିଖନ୍ତୁ।
ମଲଚିଙ୍ଗ୍
ମଲଚିଙ୍ଗ୍
କିପରି ତୁମର ଫସଲକୁ ଆକ୍ରମଣକାରୀ ଉଦ୍ଭିଦ / ଘାସରୁ ରକ୍ଷା କରିବେ ଏବଂ ଉଭୟ ଆର୍ଦ୍ର ଏବଂ ଶୁଷ୍କ ଅବସ୍ଥା ପାଇଁ ଭଲ ପରିମାଣର ଆର୍ଦ୍ରତା ବଜାଇ ରଖିପାରିବେ ଶିଖନ୍ତୁ।